fbpx
BSKY SKY
BSKY SKY

ଦେଶର ଦୁଇଟି ସ୍ଥାନରେ ଭୂକମ୍ପ ଅନୁଭୂତ

BSKY

ନୂଆଦିଲ୍ଲୀ, ୨୪/୭: ଦେଶର ୨ଟି ସ୍ଥାନରେ ପୃଥକ ପୃଥକ ଭୂମିକମ୍ପ ଅନୁଭୂତ ହୋଇଛି। ଜାମ୍ମୁ ଓ କାଶ୍ମୀରର କତ୍ରାରେ ଭୂମିକମ୍ପ ଅନୁଭୂତ ହୋଇଛି।ସେଠାରେ ସକାଳ ୫ଟା ୧୧ରେ ୩.୦ ତୀବ୍ରତାର ସହ ଭୂମିକମ୍ପ ଅନୁଭୂତ ହୋଇଛି । ସେହିପରି ମହାରାଷ୍ଟ୍ରର ପାଲଘରରେ ଭୂମିକମ୍ପ ହୋଇଥିବା ବେଳେ ରିକ୍ଟର ସ୍କେଲରେ ତୀବ୍ରତା ଥିଲା ୩.୧।

Get real time updates directly on you device, subscribe now.