ମହାଦେବଙ୍କ ଆରତୀ ବେଳେ ଜପ କରନ୍ତୁ ‘ଶ୍ରୀ ଶିବ ଆରତୀ’, ସବୁ ବିପଦରୁ ରକ୍ଷା କରିବେ ଭୋଳାନାଥ
ଶ୍ରୀ ଶିବ ଆରତୀ ଜପିଲେ ପୂର୍ଣ୍ଣ ହୁଏ ସମସ୍ତ ମନୋସ୍କାମନା
ଓଡ଼ିଶା ଭାସ୍କର: ଆଜି ସୋମବାର। ସମସ୍ତେ ଏହି ବାରରେ ମହାଦେବଙ୍କୁ ପୂଜା କରିଥାନ୍ତି। ପ୍ରଭୁଙ୍କ ପୂଜା କରିବା ଦ୍ୱାରା ଶିବ ସମସ୍ତଙ୍କ ମନୋସ୍କାମନା ପୂର୍ଣ୍ଣ କରିଥାନ୍ତି। ତେବେ ଆସନ୍ତୁ ଜାଣିବା ଶ୍ରୀ ଶିବ ଆରତୀର ଶ୍ଳୋକ। ଶିବଙ୍କର ଆରତୀ କରିବା ସମୟରେ ଏହି ମନ୍ତ୍ର ଜପ କଲେ ପୂଜାରେ ସନ୍ତୁଷ୍ଟି ଲାଭ କରିଥାନ୍ତି ଭୋଳାନାଥ।
ଶ୍ରୀ ଶିବ ଆରତୀ:
ସର୍ଵେଶଂ ପରମେଶଂ ଶ୍ରୀପାର୍ଵତୀଶଂ ଵଂଦେଽହଂ ଵିଶ୍ଵେଶଂ ଶ୍ରୀପନ୍ନଗେଶମ୍ । ଶ୍ରୀସାଂବଂ ଶଂଭୁଂ ଶିଵଂ ତ୍ରୈଲୋକ୍ୟପୂଜ୍ୟଂ ଵଂଦେଽହଂ ତ୍ରୈନେତ୍ରଂ ଶ୍ରୀକଂଠମୀଶମ୍ ॥ 1॥
ଭସ୍ମାଂବରଧରମୀଶଂ ସୁରପାରିଜାତଂ ବିଲ୍ଵାର୍ଚିତପଦୟୁଗଲଂ ସୋମଂ ସୋମେଶମ୍ । ଜଗଦାଲୟପରିଶୋଭିତଦେଵଂ ପରମାତ୍ମଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 2॥
କୈଲାସପ୍ରିୟଵାସଂ କରୁଣାକରମୀଶଂ କାତ୍ୟାୟନୀଵିଲସିତପ୍ରିୟଵାମଭାଗମ୍ । ପ୍ରଣଵାର୍ଚିତମାତ୍ମାର୍ଚିତଂ ସଂସେଵିତରୂପଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 3॥
ମନ୍ମଥନିଜମଦଦହନଂ ଦାକ୍ଷାୟନୀଶଂ ନିର୍ଗୁଣଗୁଣସଂଭରିତଂ କୈଵଲ୍ୟପୁରୁଷମ୍ । ଭକ୍ତାନୁଗ୍ରହଵିଗ୍ରହମାନଂଦଜୈକଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 4॥
ସୁରଗଂଗାସଂପ୍ଲାଵିତପାଵନନିଜଶିଖରଂ ସମଭୂଷିତଶଶିବିଂବଂ ଜଟାଧରଂ ଦେଵମ୍ । ନିରତୋଜ୍ଜ୍ଵଲଦାଵାନଲନୟନଫାଲଭାଗଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 5॥
ଶଶିସୂର୍ୟନେତ୍ରଦ୍ଵୟମାରାଧ୍ୟପୁରୁଷଂ ସୁରକିନ୍ନରପନ୍ନଗମୟମୀଶଂ ସଂକାଶମ୍ । ଶରଵଣଭଵସଂପୂଜିତନିଜପାଦପଦ୍ମଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 6॥
ଶ୍ରୀଶୈଲପୁରଵାସଂ ଈଶଂ ମଲ୍ଲୀଶଂ ଶ୍ରୀକାଲହସ୍ତୀଶଂ ସ୍ଵର୍ଣମୁଖୀଵାସମ୍ । କାଂଚୀପୁରମୀଶଂ ଶ୍ରୀକାମାକ୍ଷୀତେଜଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 7॥
ତ୍ରିପୁରାଂତକମୀଶଂ ଅରୁଣାଚଲେଶଂ ଦକ୍ଷିଣାମୂର୍ତିଂ ଗୁରୁଂ ଲୋକପୂଜ୍ୟମ୍ । ଚିଦଂବରପୁରଵାସଂ ପଂଚଲିଂଗମୂର୍ତିଂ ଵଂଦେଽହଂ ଶିଵଶଂକରମୀଶଂ ଦେଵେଶମ୍ ॥ 8॥
ଜ୍ୟୋତିର୍ମୟଶୁଭଲିଂଗଂ ସଂଖ୍ୟାତ୍ରୟନାଟ୍ୟଂ ତ୍ରୟୀଵେଦ୍ୟମାଦ୍ୟଂ ପଂଚାନନମୀଶମ୍ । ଵେଦାଦ୍ଭୁତଗାତ୍ରଂ ଵେଦାର୍ଣଵଜନିତଂ ଵେଦାଗ୍ରଂ ଵିଶ୍ଵାଗ୍ରଂ ଶ୍ରୀଵିଶ୍ଵନାଥମ୍ ॥ 9॥