• Likes
  • Followers
  • Subscribers
  • Followers
  • Android App
  • Thursday, August 7, 2025
  • Home
  • About
  • Contact Us
  • E-Paper
  • YouTube

Odisha Bhaskar Odisha Bhaskar - Latest Odia News, Odisha latest news

KHIMJI RATHA 2025
  • Home
  • ଭିଡ଼ିଓ
  • ଖବର
    • କୃଷି
    • ଖବର
    • ଭିଡିଓ ଖବର
  • ଦେଶ ବିଦେଶ
    • ଦେଶ
    • ବିଦେଶ
    • ୟୁକ୍ରେନ-ରୁଷିଆ ଯୁଦ୍ଧ
  • ରାଜ୍ୟ
    • ମହାନଗର
  • ରାଜନୀତି
    • ପଞ୍ଚାୟତ ନିର୍ବାଚନ
    • ପୌର ନିର୍ବାଚନ
    • ରାଜ୍ୟସଭା
  • ଅପରାଧ
  • ଶିକ୍ଷା
    • ନିଯୁକ୍ତି
  • ସ୍ୱାସ୍ଥ୍ୟ
    • କରୋନା
  • ଖେଳ
    • IPL
    • ଅଲିମ୍ପିକ୍
    • ଟି-୨୦ ବିଶ୍ୱକପ୍
  • ବାଣିଜ୍ୟ
  • ମନୋରଞ୍ଜନ
  • ଜୀବନଚର୍ଯ୍ୟା
    • Astrology
    • Rasifala
  • ଜ୍ଞାନ ବିଜ୍ଞାନ
  • ପରମ୍ପରା
    • ରଥ ଯାତ୍ରା
      • ଦୁର୍ଗା ପୂଜା
Odisha Bhaskar
  • Home
  • Breaking News
  • ‘ଅପରେସନ ସିନ୍ଦୂର’ ଲୋଗୋ ଡିଜାଇନ କରିଥିଲେ ଏହି ଦୁଇ ଯବାନ…

‘ଅପରେସନ ସିନ୍ଦୂର’ ଲୋଗୋ ଡିଜାଇନ କରିଥିଲେ ଏହି ଦୁଇ ଯବାନ…

କିଏ ବନେଇଥିଲେ‘ଅପରେସନ ସିନ୍ଦୂର’ ଲୋଗୋ ? ଏହି ଲୋଗୋ ଡିଜାଇନ ପଛର ମଣିଷ କିଏ ? ଚାଲନ୍ତୁ ଜାଣିବା...

By Seema Mohapatra On May 28, 2025 at 1:50 PM
Share

ନୂଆଦିଲ୍ଲୀ: ଏପ୍ରିଲ 22 ରେ ପହଲଗାମରେ ହୋଇଥିବା ଭୟଙ୍କର ଆତଙ୍କବାଦୀ ଆକ୍ରମଣର ଜବାବ ଦେବାକୁ ଯାଇ ଭାରତୀୟ ସେନା ଆରମ୍ଭ କରିଥିବା ‘ଅପରେସନ୍‌ ସିନ୍ଦୂର’ । ଭାରତୀୟ ସେନା ନିଜର ବୀରତ୍ୱ ଏବଂ ସାହସ ଦେଖାଇ ମେ’ 7 ତାରିଖ ରାତିରେ ପାକିସ୍ତାନ ଏବଂ ପିଓକେରେ ଆତଙ୍କୀ ଆଡ଼ା ସ୍ଥଳ ଉପରେ ଆକ୍ରମଣ କରି ଆତଙ୍କବାଦୀ ଆଡ୍ଡାଗୁଡ଼ିକୁ ଧ୍ୱଂସ କରିଥିଲା ।

ଏହା ପରେ, ସେନା ‘ଅପରେସନ୍‌ ସିନ୍ଦୂର’ ର ଏକ ଲୋଗୋ ଜାରି କରିଥିଲା । ସେବେଠାରୁ, ‘ଅପରେସନ୍‌ ସିନ୍ଦୂର’ ର ଏହି ଲୋଗୋ ବହୁତ ଲୋକପ୍ରିୟ ହୋଇଛି। ତେବେ ଆପଣ ଜାଣିଛନ୍ତି କି ଏହି ‘ଅପରେସନ୍‌ ସିନ୍ଦୂର’ ଲୋଗୋ ଡିଜାଇନ ପଛର ମଣିଷ କିଏ ?

ଭାରତର ଅପରେସନ ସିନ୍ଦୂରର ସରଳ ଏବଂ ପ୍ରତୀକାତ୍ମକ ଲୋଗୋ ଦୁଇଜଣ ଯବାନଙ୍କ ଦ୍ୱାରା ଡିଜାଇନ୍ କରାଯାଇଛି। ଯାହା ସାରା ଦେଶବାସୀଙ୍କ ହୃଦୟକୁ ଛୁଇଁଥିଲା। ସେହି ଦୁଇ ଜଣ ଯବାନ ହେଉଛନ୍ତି, ଲେଫ୍ଟନାଣ୍ଟ କର୍ଣ୍ଣେଲ ହର୍ଷ ଗୁପ୍ତା ଏବଂ ହାବିଲଦାର ସୁରିନ୍ଦର ସିଂହ । ଯାହାକୁ ସାରା ଦେଶବାସୀ ପ୍ରଶଂସା କରିଥିଲେ ।

ଆହୁରି ପଢନ୍ତୁ

ଚାକିରି ଖୋଜିବାକୁ ପାଟଣା ଆସିଥିଲେ ନେପାଳୀ…

(Video) ପଶୁ କ୍ରୁରତାର ସବୁ ସୀମା…

ବାସ୍ତବରେ ଭାରତୀୟ ସେନାର ଅପରେସନ ସିନ୍ଦୂରକୁ ନେଇ ଉତ୍ସର୍ଗୀକୃତ ପତ୍ରିକା ‘ବାତଚିତ୍’ର ସଦ୍ୟତମ ସଂସ୍କରଣରେ ଉଭୟଙ୍କ ଫଟୋ ମଧ୍ୟ ସ୍ଥାନ ପାଇଛି । ପତ୍ରିକାର 17 ପୃଷ୍ଠାର ପ୍ରଥମ ଭାଗରେ, ବଡ଼ ଅକ୍ଷରରେ ଲୋଗୋ ପ୍ରଦର୍ଶିତ ହୋଇଛି, ଯାହା ଉପରେ ଭାରତୀୟ ସେନାର ପ୍ରତୀକ ରହିଛି ।

Share

Prev Post

ବେକାବୁ ହେଲା AI..ଇଞ୍ଜିନିୟରଙ୍କୁ ବ୍ଲାକମେଲ୍ କରିଥିବା ଅଭିଯୋଗ

Next Post

ନିଜ ହାତରେ ସିନ୍ଦୂର ପୋଛିଲା କଳିଯୁଗ ସାବିତ୍ରୀ, ପାରିବାରିକ କଳିରୁ ସ୍ୱାମୀକୁ ନିର୍ମମ ହତ୍ୟା

You might also like More from author
Featured

ଚାକିରି ଖୋଜିବାକୁ ପାଟଣା ଆସିଥିଲେ ନେପାଳୀ ଝିଅ, ଡ୍ରାଇଭର ତାଙ୍କୁ ବସ୍‌ରେ ବସାଇ, ୨ ଦିନ ଯାଏଁ କଲା…

Top Stories

(Video) ପଶୁ କ୍ରୁରତାର ସବୁ ସୀମା ପାର୍…25 କୁକୁରକୁ ଗୁଳି ମାରିଦେଲା ଦୁର୍ବୃତ୍ତ, ଗାଁରେ…

Featured

UPIକୁ ନେଇ RBIର ଚେତାବନୀ, PhonePe ଏବଂ Google Pay ୟୁଜର୍ସଙ୍କ ପାଇଁ ବଡ଼ ଖବର

Breaking News

EKTA କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ମାଧୁରୀ ଦୀକ୍ଷିତ, ୧୩ ପର୍ଯ୍ୟନ୍ତ ଚାଲିବ ମେଳା

Breaking News

Bank job 2025: ବରୋଦା ବ୍ୟାଙ୍କରେ ନିଯୁକ୍ତି ସୁଯୋଗ, ପୂରଣ ହେବ 417 ପଦବୀ, ଆବେଦନର ଶେଷ ତାରିଖ 26…

ଦେଶ

ଘାଟିରୁ ଖସିଲା CRPF ଯବାନଙ୍କ ଗାଡ଼ି: ୨ ଯବାନ ସହୀଦ୍, ୧୨ ଜଣ ଗୁରୁତର

Prev Next
Advertisement
ADVERTISEMENT
Odisha Bhaskar

Recent Posts

ଚାକିରି ଖୋଜିବାକୁ ପାଟଣା ଆସିଥିଲେ ନେପାଳୀ…

(Video) ପଶୁ କ୍ରୁରତାର ସବୁ ସୀମା…

UPIକୁ ନେଇ RBIର ଚେତାବନୀ, PhonePe ଏବଂ…

EKTA କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ମାଧୁରୀ…

Bank job 2025: ବରୋଦା ବ୍ୟାଙ୍କରେ ନିଯୁକ୍ତି…

ଘାଟିରୁ ଖସିଲା CRPF ଯବାନଙ୍କ ଗାଡ଼ି: ୨ ଯବାନ…

Polls

ପ୍ରବାସୀ ଭାରତୀୟ ଦିବସ ଓଡ଼ିଶାର ପ୍ରଗତିରେ ସହାୟକ ହେବ କି?

View Results

Loading ... Loading ...
More Stories

ଚାକିରି ଖୋଜିବାକୁ ପାଟଣା ଆସିଥିଲେ ନେପାଳୀ…

(Video) ପଶୁ କ୍ରୁରତାର ସବୁ ସୀମା…

UPIକୁ ନେଇ RBIର ଚେତାବନୀ, PhonePe ଏବଂ…

EKTA କାର୍ଯ୍ୟକ୍ରମର ଉଦ୍ଘାଟନ କଲେ ମାଧୁରୀ…

Prev Next 1 of 28,665
© 2025 - TK Digital All Rights Reserved.