ସମ୍ବଲପୁର: ହୀରାକୁଦ ଜଳଭଣ୍ଡାରରୁ ହଟିଲା କଟକଣା । ପର୍ଯ୍ୟଟକଙ୍କ ପାଇଁ ଏହି କଟକଣା ହଟିଛି । ବର୍ତ୍ତମାନ ନିଷିଦ୍ଧାଞ୍ଚଳ ଛାଡ଼ି ବାକି ସ୍ଥାନ ବୁଲିପାରିବେ ପର୍ଯ୍ୟଟକ । ଅପରେସନ ସିନ୍ଦୂର ପାଇଁ ଲାଗିଥିଲା ଏହି କଟକଣା ।
ଏହି କଟକଣା ହଟିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ଅପରେସନ ସିନ୍ଦୂର ପାଇଁ ଲାଗିଥିବା ଏହି କଟକଣା ଯୋଗୁଁ ପର୍ଯ୍ୟଟକ ହୀରାକୁଦ ବୁଲିବାକୁ ଯାଇପାରୁ ନଥିଲେ । କିନ୍ତୁ ବର୍ତ୍ତମାନ ଏହି କଟକଣାକୁ ହଟାଯାଇଛି ।