fbpx

ରାଶିଫଳ (୩୧ ଜୁଲାଇ, ଶୁକ୍ରବାର)

ମେଷ: ଅଫିସରେ ଆପଣଙ୍କ ରାୟ ରଖିବାରେ ପୂରା ସୁଯୋଗ ମିଳିବ । କାରବାରୀଙ୍କୁ ବିଶେଷ ଲାଭ ହେବ । ବନ୍ଧୁ ଆପଣଙ୍କୁ କୌଣସି କାମ ପାଇଁ ସାହାଯ୍ୟ ମାଗିପାରନ୍ତି । ଛାତ୍ରଙ୍କୁ ପରିଶ୍ରମର ଯଥେଷ୍ଟ ସୁଫଳ ମିଳିବ ।
ବୃଷ: ଦିନଟି ଆପଣଙ୍କ ଲାଗି ଅନୁକୂଳ ରହିବ । କାହାରିକୁ କୌଣସି କଥା ବୁଝାଇବାରେ ସଫଳ ହେବେ । ସମାଜରେ ପ୍ରତିପତ୍ତି ବଢ଼ିବ । ନୂଆ ଘର କିଣିବା ପାଇଁ ଯୋଜନା କରିବେ । ଜୀବନସାଥୀଙ୍କ ସହିତ ଦିନଟି ଭଲରେ କଟିବ ।
ମିଥୁନ: ନିଜ ଲକ୍ଷ୍ୟକୁ ପୂରା କରିବା ଦିଶାରେ କାମ କରିବେ । କାର୍ଯ୍ୟକ୍ଷେତ୍ରରେ ଅଧିକାରୀବର୍ଗ ଆପଣଙ୍କ ପକ୍ଷରେ ରହିବେ । ବ୍ୟବସାୟରେ ପ୍ରଚୁର ଲାଭ ପାଇବେ । ଦାଂପତ୍ୟ ସମ୍ବନ୍ଧ ଲାଗି ଦିନଟି ଭଲ । ଛାତ୍ରୀଙ୍କର ଲେଖାପଢ଼ାରେ ରୁଚି ବଢ଼ିବ ।
କର୍କଟ: ପ୍ରଭୁଙ୍କ ଆରାଧନାରେ ମନକୁ ଶାନ୍ତି ମିଳିବ । ଆପଣଙ୍କୁ ମାତା ପିତାଙ୍କର ଆଶୀର୍ବାଦ ପ୍ରାପ୍ତ ହେବ । ଅଫିସରେ ଆପଣଙ୍କ କାମକୁ ଠିକ୍‌? ଦିଶା ଦେବେ । ଧନ ସମ୍ବନ୍ଧୀୟ ଚିନ୍ତା ଦୂର ହେବ । ସନ୍ଧ୍ୟାରେ ଘରକୁ ଅତିଥି ଆସିବାର ସମ୍ଭାବନା ।
ସିଂହ: ପଇସା ସମ୍ବନ୍ଧୀୟ କେ?ଣସି ବିପଦପୂର୍ଣ୍ଣ ପଦକ୍ଷେପ ନିଅନ୍ତୁ ନାହିଁ । ବଡ଼ ଅଧିକାରୀଙ୍କର ସହଯୋଗ ମିଳିବ । କାମ ଲାଗି ରାଜ୍ୟ ବାହାରକୁ ଯିବାକୁ ପଡ଼ିପାରେ । ରାଜନୀତିରେ ସାମାଜିକ କାର୍ଯ୍ୟ କରିବାର ସେଭାଗ୍ୟ ପ୍ରାପ୍ତ ହେବ ।
କନ୍ୟା: ଆପଣଙ୍କର ଚଞ୍ଚଳ ସ୍ୱଭାବ ଲାଗି ଆପଣ ଅଶାନ୍ତି ହୋଇପାରନ୍ତି । କାହାରି ସହିତ କଥାବର୍ତ୍ତା କରିବା ସମୟରେ ଭାବିଚିନ୍ତି କଥା କୁହନ୍ତୁ । ସରକାରୀ କାମରେ ବାଧା ଆସିପାରେ । ଜୀବନସାଥୀଙ୍କ ସହିତ ସମ୍ବନ୍ଧ ପୂର୍ବ ଅପେକ୍ଷା ମଜଭୁତ ହେବ ।
ତୁଳା: ଦିନଟି ଆପଣଙ୍କ ଲାଗି ସବୁ ଦୃଷ୍ଟିରୁ ଭଲ । ଭାବିଥିବା କାମ ନିର୍ଦ୍ଦିଷ୍ଟ ସମୟରେ ପୂରା ହୋଇଯିବ । ଜୀବନରେ ସୁଖ ଶାନ୍ତି ଆସିବ । ବ୍ୟବସାୟୀଙ୍କୁ ପ୍ରଚୁର ଲାଭ ମିଳିବ । ବିବାହିତ ବାହାରକୁ ବୁଲି ଯିବାର ଯୋଜନା କରିପାରନ୍ତି ।
ବିଛା: ଆପଣଙ୍କ ଭିତରେ ନୂଆ ଊର୍ଜା ସପ୍ସଚାର ହେବ । ବ୍ୟବସାୟର ସଉଦା ପାଇଁ ଦୂରସ୍ଥାନକୁ ଯାଇପାରନ୍ତି । ଅଫିସରେ ନୂଆ ଦାୟିତ୍ୱକୁ ଭଲଭାବେ ନିର୍ବାହ କରିବେ । ଅବିବାହିତଙ୍କ ଲାଗି ବିବାହ ପ୍ରସ୍ତାବ ଆସିପାରେ ।

ଧନୁ: ଆଜି ଆପଣଙ୍କ ସମ୍ମୁଖକୁ ନୂଆ ସୁଯୋଗ ଆସିବ । ଭାବିଥିବା ସବୁ କାମ ପୂରା ହୋଇଯିବ । କୋର୍ଟ କଚେରି ମାମଲା ଆପଣଙ୍କ ପକ୍ଷରେ ହୋଇପାରେ । କପ୍ସପ୍ୟୁଟର ଇପ୍ସଜିନିୟରଙ୍କୁ ବଡ଼ କପ୍ସପାନିରେ ଚାକିରିର ପ୍ରସ୍ତାବ ମିଳିବ ।
ମକର: ଆଜି କିଛି କାମ ଆପଣଙ୍କ ଇଚ୍ଛା ଅନୁସାରେ ହୋଇନପାରେ । ସପ୍ସପର୍କିୟ ଓ ପରିବାର ଲୋକଙ୍କ ସାହାଯ୍ୟ ପାଇବେ । ସାମାଜିକ କାର୍ଯ୍ୟରେ ରୁଚି ନେଇପାରନ୍ତି । ଚାକିରିରେ ବିଶେଷ ଦାୟିତ୍ୱ ଗ୍ରହଣ କରିବେ । ଯାତାୟାତ ସମୟରେ ସାବଧାନତା ଅବଲମ୍ବନ କରନ୍ତୁ ।
କୁମ୍ଭ: ସାରା ଦିନ ନୂଆ ଊର୍ଜାରେ ଭରି ରହିବେ । ଭାଗୀଦାରିଙ୍କ ସଙ୍ଗରେ ରହି କାମ କରିବାର ସକ୍ଷମ ହେବେ । ଆର୍ôଥକ ସ୍ଥିତି ବଢ଼ିଆ ରହିବ । ସନ୍ତାନଙ୍କ ପକ୍ଷରୁ ଭଲ ଖବର ପାଇବେ । ସରକାରୀ ଚାକିରିଆଙ୍କ ପାଇଁ ସମୟ ଅନୁକୂଳ ରହିବ ।
ମୀନ: ଆପଣ ନିଜ ବ୍ୟବହାରରେ ଲୋକଙ୍କ ହୃଦୟ ଜିଣିବେ । ନୂଆ ପରିଯାଜନାରେ କାମ ଶୁଭାରମ୍ଭ କରିବେ । ବ୍ୟବସାୟୀଙ୍କୁ ଅଚାନକ ଧନଲାଭ ହୋଇପାରେ । ପ୍ରେମିକ ପ୍ରେମିକାଙ୍କ ଲାଗି ଭଲ ଦିନଟିଏ । ସୁସ୍ୱାଦୁ ଖାଦ୍ୟ ଭୋଜନ କରିବେ ।

Get real time updates directly on you device, subscribe now.