BLACK BOX କହିବ ସତ! ଏବେ ବଡ଼ ବିମାନ ଦୁର୍ଘଟଣାର ସତ ବଖାଣିବ ଏହି ବକ୍ସ

ଅହମଦାବାଦ୍: ସର୍ଦ୍ଦାର ବହ୍ଲବଭାଇ ପଟେଲ ଅର୍ନ୍ତଜାତୀୟ ବିମାନ ବନ୍ଦରରେ ବିମାନ ଦୁର୍ଘଟଣା ପଛର ସତ ପଦାକୁ ଆସିବ ।

ଦୁର୍ଘଟଣାଗ୍ରସ୍ତ ବିମାନର ବ୍ଲକ ବକ୍ସ ମିଥିବା ନେଇ ସୂଚନା ଜାରି । ବିମାନର ୨ଟି ବ୍ଲକ ବକ୍ସ ଥିବାବେଳେ ସେଥିରୁ ଗୋଟିଏ ମିଳିଥିବା ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି ।

ବ୍ଲାକ ବକ୍ସରୁ ଜଣାପଡ଼ିବ ଦୁର୍ଘଟଣାର କାରଣ । ସ୍ପଷ୍ଟ ହେବ ଦୁର୍ଘଟଣା କାହିଁକି ହେଲା ବୋଲି ।