ଏୟାର ଇଣ୍ଡିଆ ଅଧିକାରୀଙ୍କୁ DGCAର ସମନ୍, ବିମାନରେ ଯାନ୍ତ୍ରୀକ ତ୍ରୁଟି ନେଇ ହେବ ବଡ଼ ବୈଠକ

ଏୟାର ଇଣ୍ଡିଆରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନେଇ DGCAର ତନାଘନା । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ନେଇ ହେବ ବଡ଼ ବୈଠକ ।

ନୂଆଦିଲ୍ଲୀ: ଏୟାର ଇଣ୍ଡିଆରେ ବାରମ୍ବାର ଯାନ୍ତ୍ରିକ ତ୍ରୁଟି ନେଇ DGCAର ତନାଘନା । ଏୟାର ଇଣ୍ଡିଆ ବିମାନରେ ଯାନ୍ତ୍ରୀକ ତ୍ରୁଟି ନେଇ ହେବ ବଡ଼ ବୈଠକ । ଏୟାର ଇଣ୍ଡିଆ ଅଧିକାରୀଙ୍କୁ DGCAର ସମନ୍ ।

ଏୟାର ଇଣ୍ଡିଆର ପାଇଲଟଙ୍କ ତାଲିମ ବିବରଣୀ ମାଗିଲେ DGCA । ଏହାସହ ଦୁର୍ଘଟଣାଗ୍ରସ୍ତ ବିମାନ କର୍ମଚାରୀଙ୍କ ମାଗିଲେ ଦସ୍ତାବିଜ । ତେବେ ଏୟାର ଇଣ୍ଡିଆ ଇଞ୍ଜିନିୟରିଂ ହେଡଙ୍କୁ DGCA ସମନ୍ ଦେଇଛି।