ଧର୍ମଗଡ଼ ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନ: ବାଜିମାତ୍ ମାରିଲା ବିଜେପି
ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପିର ବାଜିମାତ୍ । କଲମପୁର ବ୍ଲକ ଉପନିର୍ବାଚନରେ ଅଧ୍ୟକ୍ଷା ଜ୍ୟୋତି ନାୟକ ନିର୍ବାଚିତ ।
ଧର୍ମଗଡ଼: ବ୍ଲକ ଅଧ୍ୟକ୍ଷ ଉପନିର୍ବାଚନରେ ବିଜେପିର ବାଜିମାତ୍ । କଲମପୁର ବ୍ଲକ ଉପନିର୍ବାଚନରେ ଅଧ୍ୟକ୍ଷା ଜ୍ୟୋତି ନାୟକ ନିର୍ବାଚିତ । ପୂର୍ବତନ ଅଧ୍ୟକ୍ଷା ଅନାସ୍ଥାରେ ହାରିବା ପରେ ଜ୍ୟୋତି ନିର୍ଦ୍ବନ୍ଦରେ ନିର୍ବାଚିତ ।