ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର
ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି । ଝାଡ଼ଖଣ୍ଡ ପାଖ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି ଲଘୁଚାପ ।
ନୂଆଦିଲ୍ଲୀ: ସ୍ପଷ୍ଟଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର-ପଶ୍ଚିମଦିଗକୁ ଗତି କରୁଛି । ଝାଡ଼ଖଣ୍ଡ ପାଖ ଗାଙ୍ଗେୟ ପଶ୍ଚିମବଙ୍ଗ ଉପତ୍ୟକାରେ ସକ୍ରିୟ ରହିଛି ଲଘୁଚାପ । 24 ଘଣ୍ଟାରେ ଉତ୍ତର-ପଶ୍ମିମ ଦିଗରେ ବଢିବା ନେଇ ସମ୍ଭାବନା ରହିଛି ।