ରବିବାରରେ କମିଲା ପେଟ୍ରୋଲ-ଡିଜେଲ ଦର; କେତେ ଅଛି ରେଟ୍, ଜାଣନ୍ତୁ…
ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । ଚାଲନ୍ତୁ ଜାଣିବା କେଉଁ ସହରରେ କେତେ ଅଛି ରେଟ୍...
ଭୁବନେଶ୍ବର: ଦେଶରେ ପେଟ୍ରୋଲ ଓ ଡିଜେଲର ନୂଆ ମୂଲ୍ୟ ଜାରି କରାଯାଇଛି । ପ୍ରମୁଖ ସହରଗୁଡ଼ିକରେ ପେଟ୍ରୋଲ ଡିଜେଲ ମୂଲ୍ୟରେ ପରିବର୍ତ୍ତନ ହୋଇଛି । କିଛି ସହରରେ ଦାମ ଅପରିବର୍ତ୍ତିତ ରହିଛି । ପ୍ରତିଦିନ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଥାଏ । ଆଉ ସେହି ଅନୁସାରେ ଦେଶ ତଥା ରାଜ୍ୟରେ ତେଲର ନୂଆ ଦର ନିର୍ଦ୍ଧାରଣ କରାଯାଇଥାଏ ।
ଆଜି ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲ ଦାମ ପରିବର୍ତ୍ତନ ହୋଇଛି । ନୂଆ ତେଲ ଦର ନିର୍ଦ୍ଧାରଣ କରିଛନ୍ତି ତୈଳ କମ୍ପାନୀ । ରବିବାର ଭୁବନେଶ୍ବର ସମେତ ଅନ୍ୟ ସ୍ଥାନମାନଙ୍କରେ ପେଟ୍ରୋଲ ମୂଲ୍ୟ ଓ ଡିଜେଲ ମୂଲ୍ୟ ନିର୍ଦ୍ଧାରଣ କରାଯାଇଛି ।
ଭୁବନେଶ୍ବରରେ ପେଟ୍ରୋଲ ଓ ଡିଜେଲର ନୂଆ ଦର ଜାରି କରାଯାଇଛି । ରବିବାର ପେଟ୍ରୋଲ ଦର ଲିଟର ପ୍ରତି 100.94 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ ରହିଛି 92.52 ଟଙ୍କା ରହିଛି ।
ଜୁନ 21 ତାରିଖ ଅର୍ଥାତ ଶନିବାର ଦିନ ଭୁବନେଶ୍ବରରେ ପେଟ୍ରୋଲ 100.11 ଟଙ୍କା ଓ ଡିଜେଲ 92.69ଟଙ୍କା ଥିଲା । ଗତକାଲି ଅପେକ୍ଷା ଆଜି ତେଲ ଦରରେ ସାମାନ୍ୟ ହ୍ରାସ ପାଇଥିବା ଦେଖିବାକୁ ମିଳିଛି ।
ସେହିପରି ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ମୂଲ୍ୟ ଲିଟର ପ୍ରତି 94.77 ଟଙ୍କା ରହିଥିବା ବେଳେ ଡିଜେଲ ମୂଲ୍ୟ 90.03 ଟଙ୍କା ରହିଛି । ଦିଲ୍ଲୀରେ ପେଟ୍ରୋଲ ଓ ଡିଜେଲ ଦର ସମାନ ରହିଛି । ଏଥିରେ କୌଣସି ପରିବର୍ତ୍ତନ ହୋଇନାହିଁ ।
ଅନ୍ୟ ସହର ଗୁଡିକରେ ପ୍ରାୟତଃ ଦାମରେ କୌଣସି ପରିବର୍ତ୍ତନ ହୋଇନାହିଁ । ମୁମ୍ବାଇରେ ପେଟ୍ରୋଲ 103.50 ଟଙ୍କା ରହିଥିବା ବେଳେ ଡିଜେଲ ରହିଛି 90.03ଟଙ୍କା । ଦୀର୍ଘ ଦିନ ହେଲା ମୁମ୍ବାଇରେ ତେଲ ଦର ସମାନ ରହିଛି ।
କୋଲକାତାରେ ଗୁରୁବାର ପେଟ୍ରୋଲ ଓ ଡିଜେଲ ଦରରେ କୌଣସି ପରିବର୍ତ୍ତିନ ହୋଇ ନାହିଁ । କୋଲକାତାରେ ପେଟ୍ରୋଲ ଲିଟର ପ୍ରତି 105.01ଟଙ୍କା ଏବଂ ଡିଜେଲ ଲିଟର ପ୍ରତି 91.82ଟଙ୍କା ରହିଛି ।
ଚେନ୍ନାଇରେ ପେଟ୍ରୋଲ ଦାମରେ ବଡ ଧରଣର ହ୍ରାସ ଦେଖିବାକୁ ମିଳିଛି । ଚେନ୍ନାଇରେ ପେଟ୍ରୋଲ ଲିଟର ପ୍ରତି 100.80ଟଙ୍କା ରହିଥିବା ବେଳେ ଡିଜେଲ ଲିଟର ପ୍ରତି 92.39ଟଙ୍କା ରହିଛି ।
ଅନ୍ୟତମ ପ୍ରମୁଖ ସହର ବେଙ୍ଗାଲୁରୁରେ ଆଜି ପେଟ୍ରୋଲ 102.92ଟଙ୍କା ଓ ଡିଜେଲ ଲିଟର ପ୍ରତି ରହିଛି 88.99ଟଙ୍କା । ଦରରେ କୌଣସି ପରିବର୍ତ୍ତନ ହୋଇ ନାହିଁ ।
ପେଟ୍ରୋଲ ଏବଂ ଡିଜେଲ ଦାମ୍ ଆପଣ SMS ମାଧ୍ୟମରେ ମଧ୍ୟ ଜାଣିପାରିବେ। ଇଣ୍ଡିଆନ ଅଏଲ ୱେବସାଇଟ ଅନୁଯାୟୀ ଆପଣଙ୍କୁ ଏବଂ ନିଜ ସହରର କୋଡ୍ ଲେଖି 9224992249 ନମ୍ବରକୁ ପଠାଇବାକୁ ହେବ। ପ୍ରତି ସହରର କୋଡ୍ ଅଲଗା ଅଲଗା ରହିଥାଏ। ଯାହା ଆପଣଙ୍କୁ ଆଇସିଓଏଲ ୱେବସାଇଟରୁ ମିଳିଯିବ।