fbpx

ନେପାଳର ନୂଆ ଯୋଜନା, ଉତ୍ତରାଖଣ୍ଡର ଏହି ଅଞ୍ଚଳ ଉପରେ ଚଲାଇଛି କବଜା

ଥରକୁ ଥର ବିବାଦୀୟ ବୟାନ ଦେଇ ଚର୍ଚ୍ଚାକୁ ଆସୁଛି ନେପାଳ । ନେପାଳ କହିଛି ଯେ, ଉତ୍ତରାଖଣ୍ଡ ରାଜ୍ୟର କୁମାଓନ ଅଞ୍ଚଳର ଚମ୍ପୱାଟ ଜିଲ୍ଲାର ସେମାନଙ୍କ ସୀମାରୁ ଆସୁଛି । ନେପାଳର କାଞ୍ଚନପୁର ଜିଲ୍ଲା ଭୀମଦତ୍ତର ମେୟର ଏହାକୁ ଦାବି କରି କହିଛନ୍ତି ।

ସେ ପୁଣି କହିଛନ୍ତି ଯେ, ବର୍ଷ ବର୍ଷ ଧରି ଚମ୍ପୱାଟ ଜିଲ୍ଲା ନେପାଳର ଅଂଶ ହୋଇ ରହିଛି । କାହିଁକି ନା ଏହାର ଜଙ୍ଗଲ ପାଇଁ ପ୍ରସ୍ତୁତ ହୋଇଥିବା କମ୍ୟୁନିଷ୍ଟ ଫରେଷ୍ଟ କମିଟି ସେମାନଙ୍କ ନଗର ପାଳିକାରେ ଭିତରେ ଆସୁଛି । ଟାଇମ୍ସ ଅଫ୍ ଇଣ୍ଡିଆ କହିବା ମୁତାବକ, ମେୟର ସୁରେନ୍ଦ୍ର ବିଷ୍ଟ ଏହି ଅଞ୍ଚଳକୁ ନେପାଳର ଅଂଶ ବୋଲି ବିବାଦୀୟ ବୟାନ ଦେଇଛନ୍ତି । ଏହା ପୂର୍ବରୁ ନେପାଳ ଅନେକ ବିବାଦୀୟ ବୟାନ ଦେଇ ଚର୍ଚ୍ଚାର ପରିସରକୁ ଆସିଥିଲା ।

Get real time updates directly on you device, subscribe now.