fbpx

ଗୋଡର ଆଙ୍ଗୁଠି କହିବ ଆପଣଙ୍କ ଭବିଷ୍ୟତ, ଜାଣନ୍ତୁ କିପରି?

ହାତ ଓ ମଥାର ରେଖା ଦଖି ଭବିଷ୍ୟତ ବିଷ୍ରରେ କୁହାଯାଏ । କିନ୍ତୁ ଆପଣ କେତେ ଭାଗ୍ୟଶାଳୀ, ତାହା ପାଦକୁ ଦେଖି ମଧ୍ୟ ଜାଣିପାରିବେ । ତେବେ ଆସନ୍ତୁ ଜାଣିବା ସେହି ସମ୍ପର୍କରେ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ..

-ଶାସ୍ତ୍ର ଅନୁସାରେ, ଆପଣଙ୍କର ପାଦ ଆପଣଙ୍କ ଭାଗ୍ୟ ବିଷୟରେ ସୂଚନା ଦେଇଥାଏ । ପାଦ ଯଦି କୋମଳ ଓ ନରମ ରଖିଥାଏ, ତେବେ ଆପଣଙ୍କ ଭାବିଷ୍ୟ ଅଧିକ ଉଜ୍ଜ୍ୱଳ ହେବାକୁ ଯାଉଛି । ଏହି ଲୋକମାନଙ୍କୁ ସମସ୍ତ ପ୍ରକାରର ସୁବିଧା ଅତି ସହଜରେ ମିଳିଯାଏ ।

-ଯଦି ଆଙ୍ଗୁଠି ବହୁତ ଦୂର ଦୂରରେ ରହିଥାଏ, ତେବେ ଆପଣଙ୍କୁ ଆର୍ଥିକ ସମସ୍ୟାର ସାମ୍ନା କରିବାକୁ ପଡିବ । ଏହି ଲୋକମାନେ କଠିନ ପରିଶ୍ରମ ପରିବା ପରେ ସଫଳତା ପାଇଥାନ୍ତି ।

-ଯଦି କାହା ପାଦରେ ଆଙ୍ଗୁଠି କଟିହୋଇ ବା ଅଧା ଥାଏ, ତେବେ ସେମାନଙ୍କୁ ଭବିଷ୍ୟତରେ ବହୁତ ଧନୀ ହୁଅନ୍ତି । ସମସ୍ତ ଖୁସି ପାଇବା ସହ ସେମାନେ ନିଜ ସ୍ୱାମୀମାନଙ୍କର ପ୍ରିୟ ପତ୍ନୀ ଭାବେ ବିବେଚିତ ହୋଇଥାନ୍ତି ।

Get real time updates directly on you device, subscribe now.