fbpx

ଚାଲେଞ୍ଜର ଟ୍ରଫି ପାଇଁ ଦୁଇ ଓଡ଼ିଆ ମହିଳା କ୍ରିକେଟର ମନୋନୀତ

ଭୁବନେଶ୍ୱର, ୨୩ା୧୨(ଓଡ଼ିଶା ଭାସ୍କର): ଚାଲେଞ୍ଜର ଟ୍ରଫି ପାଇଁ ୨ ଓଡ଼ିଆ ମହିଳା କ୍ରିକେଟର ମନୋନୀତ ହୋଇଥିବା ସୂଚନା ମିଳିଛି । ସେହି ଦୁଇ ମହିଳା ହେଉଛନ୍ତି ସୁଶ୍ରୀ ଦିବ୍ୟଦର୍ଶନୀ ଓ ମାଧୁରୀ ମେହେତା । ସେମାନେ ଟ୍ରଫି ପାଇଁ ମନୋନୀତ ହୋଇଛନ୍ତି । ସିନିଅର ଚାଲେଞ୍ଜର ଟ୍ରଫିରେ ସେହି ଦୁଇ ଖେଳାଳୀ ଭାଗ ନେବେ । ଆସନ୍ତାବର୍ଷ ଜାନୁଆରି ୪ରୁ ୧୧ ଯାଏ କଟକରେ ଏହି ଟୁର୍ଣ୍ଣାମେଣ୍ଟ ହେବ ।

Get real time updates directly on you device, subscribe now.