fbpx

କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ,୮ ମୃତ

ଗୁଜରାଟ,୬/୮: ସାରା ଦେଶରେ କରୋନା ମହାମାରୀ ନିଜର କାୟା ବିସ୍ତାର କରିବାରେ ଲାଗିଛି। କରୋନା ବ୍ୟତୀତ ଅନ୍ୟ କାରଣ ଯୋଗୁ ବି ଲୋକଙ୍କର ମୃତ୍ୟୁ ଘଟୁଛି। ସେହିପରି ଗୁଜରାଟ ଅହମ୍ମଦାବାଦ କୋଭିଡ୍‌ ହସ୍ପିଟାଲରେ ଘଟିଛି ଭୟଙ୍କର ଅଗ୍ନିକାଣ୍ଡ। ଏହିରେ ୮ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି।
ମୃତକଙ୍କ ମଧ୍ୟରେ ୫ ଜଣ ପୁରୁଷ ଓ ୩ ମହିଳା ଥିବା ଜଣାପଡିଛି।

Get real time updates directly on you device, subscribe now.