ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା; ଦିଆଯିବ 4 କୋଟି

ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । 4 କୋଟିର ପୁରସ୍କାର ରାଶି ହେଲା ଘୋଷଣା ।

ଭୁବନେଶ୍ବର: ରାଜ୍ୟ ପଞ୍ଚାୟତିରାଜ ପୁରସ୍କାର ଘୋଷଣା । 4 କୋଟିର ପୁରସ୍କାର ରାଶି ହେଲା ଘୋଷଣା । ପୁରସ୍କାର ରାଶି ଘୋଷଣା କଲେ ପଞ୍ଚାୟତିରାଜ ମନ୍ତ୍ରୀ ରବି ନାଏକ ।

ରାଜ୍ୟ, ଜିଲ୍ଲା ଓ ବ୍ଲକ ସ୍ତରରେ ଦିଆଯିବ ପୁରସ୍କାର ।  ବିଭିନ୍ନ କାମକୁ ଆଧାର କରି 4 କୋଟି ଟଙ୍କା ଦିଆଯିବ । ପଞ୍ଚାୟତ, ବ୍ଲକ ଓ ଜିଲ୍ଲା ପରିଷଦକୁ ଦିଆଯିବ ।