ଭୁବନେଶ୍ୱର: ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ରାସ୍ତା ପାର କରୁଥିବାବେଳେ ଝିଅ ଉପରେ ଚଢ଼ିଗଲାଥର। ଘଟଣାସ୍ଥଳରେ ଝିଅର ମୃତ୍ୟୁ ହୋଇଥିବାବେଳେ ମା’ ଓ ପୁଅ ଗୁରୁତର।
ଭୁବନେଶ୍ୱରର ପାତ୍ରପଡ଼ା V2 ପାଖରେ ରାସ୍ତା ପାର ହେବାବେଳେ ଧକ୍କା ଦେଲା ଥର ଗାଡ଼ି। ଘଟଣାସ୍ଥଳରେ 8 ବର୍ଷୀୟା ଝିଅର ମୃତ୍ୟୁ ହୋଇଥିବାବେଳେ ମା’ ଓ ପୁଅକୁ ଗୁରୁତର ଅବସ୍ଥାରେ ଏମ୍ସରେ ଭର୍ତ୍ତି କରାଯାଇଛି।
ମାମୁଁଘରକୁ ବଢିବାକୁ ଯାଇଥିଲେ ରାକ୍ଷୀ। ସେଠାରୁ ଘରକୁ ଫେରୁଥିବାବେଳେ ଘଟିଗଲା ଏଭଳି ଦୁର୍ଘଟଣା।