fbpx

ଚଳିତବର୍ଷ ଟ୍ୱିନ ସିଟିରେ ହେବନି ଗଣେଷ ପୂଜା

ଭୁବନେଶ୍ୱର,୧୩ ।୮(ଓଡିଶା ଭାସ୍କର): ସାରା ରାଜ୍ୟରେ ହୁ ହୁ ହୋଇ ବଢିଚାଲିଛି କରୋନା ମହାମରୀ । ଏନେଇ ଚଳିତ ବର୍ଷ ଟ୍ୱିନସିଟିର ମଣ୍ଡପରେ ହୋଇପାରିବନି ଗଣେଶ ପୂଜା । ଉଭୟ କଟକ ଓ ଭୁବନେଶ୍ୱର ପୂଜା ମଣ୍ଡପଗୁଡିକୁ କୌଣସି ଅନୁମତି ମିଳିପାରିବ ନାହିଁ । ଏନେଇ କମିଶନରେଟ ପୋଲିସ ପକ୍ଷରୁ ଟ୍ୱିଟ ଜରିଆରେ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.