fbpx

ସୁସ୍ଥ ହେଲେ ଗୃହମନ୍ତ୍ରୀ ଅମିତ ଶାହା

ନୂଆଦିଲ୍ଲୀ,୧୪ ।୮: କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ କରୋନା ରିପୋର୍ଟ ଆଜି ନେଗେଟିଭ୍ ଆସିଛି । ଏନେଇ ଖୋଦ୍ ଅମିତ ଶାହା ଟ୍ୱିଟ୍ କରି ସୂଚନା ଦେବା ସହ ଶୁଭେଚ୍ଛୁମାନଙ୍କୁ ଧନ୍ୟବାଦ ଜଣାଇଛନ୍ତି । ଡାକ୍ତରଙ୍କ ପରାମର୍ଶରେ ଆଉ କିଛି ଦିନ ଘରେ ତାଙ୍କୁ ପୃଥକବାସରେ ରହିବାକୁ ପହିବ ବୋଲି ସେ କହିଛନ୍ତି ।

Get real time updates directly on you device, subscribe now.