fbpx

ଜିଆରପି ପୋଲିସ ଗାଡ଼ିରୁ ୨୧ କେଜି ଗଞ୍ଜେଇ ଜବତ

ସମ୍ବଲପୁର, ୩୦ା୮(ଓଡ଼ିଶା ଭାସ୍କର): ସମ୍ବଲପୁର ସ୍ଥିତ ରେଙ୍ଗାଳିରେ ଏକ ଗଞ୍ଜେଇ ଗାଡ଼ି ଜବତ ହୋଇଛି । ଗଞ୍ଜେଇ ଗାଡ଼ିକୁ ଜବତ କରିଛି ରେଙ୍ଗାଳି ପୋଲିସ । ଗାଡ଼ିଟି ଜିଆରପି ପୋଲିସର ହୋଇଥିବା ସୂଚନା ମିଳିଛି । ସେହି ଗାଡ଼ିରୁ ପ୍ରାୟ୨୧ କେଜି ଗଞ୍ଜେଇ ଜବତ ହୋଇଛି । ଗାଡ଼ି ଜବତ ସହ ଗଞ୍ଜେଇ ଚାଲାଣ ଅଭିଯୋଗରେ ଡ୍ରାଇଭର ପୂର୍ଣ୍ଣଚନ୍ଦ୍ର ପାତ୍ରକୁ ଗିରଫ କରିଛି ପୋଲିସ । ଏହାସହ ଏହି ଘଟଣାର ତଦନ୍ତ କରୁଛି ପୋଲିସ ।

Get real time updates directly on you device, subscribe now.