fbpx

ଲାଞ୍ଚୁଆ ଏଏସଆଇ ଗିରଫ

କେନ୍ଦ୍ରାପଡ଼ା, ୩ା୯(ଓଡ଼ିଶା ଭାସ୍କର): ଏଣିକି ଦୁର୍ନୀତି କଲେ ନାହିଁ ନିସ୍ତାର । ସେମାନଙ୍କ ବରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି । ସେହିପରି ଆଜି ଜଣେ ଲାଞ୍ଚୁଆ ଏଏସଆଇଙ୍କୁ ଗିରଫ କରାଯାଇଛି । କେନ୍ଦ୍ରାପଡ଼ାର ରାଜକନିକା ଥାନା ଏଏସଆଇ ବୈଷ୍ଣବ ଚରଣ ବେହେରାଙ୍କୁ ଗିରଫ କରାଯାଇଛି । ଲାଞ୍ଜ ନେବା ବେଳେ ବୈଷ୍ଣବଙ୍କୁ ଗିରଫ କରିଛି ଭିଜିଲାନ୍ସ ବିଭାଗ । ଚାର୍ଜସିଟରୁ ନାମ କାଟିବା ଲାଗି ସେ ପାଞ୍ଚ ହଜାର ଟଙ୍କା ଲାଞ୍ଚ ନେଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରାଯାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.