fbpx

ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ

ଭୁବନେଶ୍ୱର, ୧୨/୯(ଓଡ଼ିଶା ଭାସ୍କର): ବରିଷ୍ଠ ସାମାଜିକ କର୍ମୀ ସ୍ୱାମୀ ଅଗ୍ନିବେଶଙ୍କ ଦେହାନ୍ତ  ହୋଇଛି।୮୦ ବର୍ଷ ବୟସରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ପରଲୋକ ଘଟିଛି।ସରକାରଙ୍କ ପକ୍ଷରୁ ନକ୍ସଲମାନଙ୍କ ସହ କଥାବାର୍ତ୍ତା କରି ଚର୍ଚ୍ଚାକୁ ଆସିଥିଲେ ଆର୍ଯ୍ୟସମାଜ ନେତା ଅଗ୍ନିବେଶ।

Get real time updates directly on you device, subscribe now.