fbpx

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ, ବିଜେଡି କରିଥିଲା ସମର୍ଥନ

ନୂଆଦିଲ୍ଲୀ,୧୪ ।୯: ଦ୍ୱିତୀୟ ଥର ପାଇଁ ଜେଡିୟୁ ସାଂସଦ ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି । ଏନଡିଏ ପକ୍ଷରୁ ହରିବଂଶ ରାଜ୍ୟସଭା ଉପାଧ୍ୟକ୍ଷର ପ୍ରାର୍ଥୀ ହୋଇଥିଲେ । ବାଚନିକ ଭୋଟରେ ହରିବଂଶ ନିର୍ବାଚିତ ହୋଇଛନ୍ତି । ହରିବଂଶଙ୍କ ବିରୋଧରେ ପ୍ରାର୍ଥୀ ହୋଇଥିଲେ ଆରଜେଡିର ସାଂସଦ ମନୋଜ ଝା ।

ତେବେ ହରିବଂଶଙ୍କୁ ସମର୍ଥନ କରିଥିଲା ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଥିଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

Get real time updates directly on you device, subscribe now.