fbpx

ନନ୍ଦନକାନନରେ ଏକ ସିଂହୀର ମୃତ୍ୟୁ

ଭୁବନେଶ୍ୱର, ୨୯/୯(ଓଡିଶା ଭାସ୍କର):ଭୁବନେଶ୍ୱର ସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଆଜି ଏକ ସିଂହୀର ମୃତ୍ୟୁ ହୋଇଛି। ସିଂହୀର ନାମ ସୁପ୍ରିୟା ଥିଲା। ମୃତ୍ୟୁ ବେଳକୁ ତାର ବୟସ ୧୫ ବର୍ଷ ହୋଇଥିବା ସୂଚନା ମିଳିଛି। ମୃତ୍ୟୁ ହୋଇଥିବା ସିଂହୀୀ ଗତ କିଛିଦିନ ହେବ ଅସୁସ୍ଥ ରହିଥିଲା। ଉଲ୍ଲେଖ ଯୋଗ୍ୟ ଯେ ଗତ ଅଗଷ୍ଟ ୨୮ରେ ନନ୍ଦନକାନନରେ ଏକ ଆନାକୋଣ୍ଡାର ମୃତ୍ୟୁ ହୋଇଥିଲା।

Get real time updates directly on you device, subscribe now.