fbpx

ବିଜେଡିରେ ମିଶିଲେ ରମାକାନ୍ତ

ବାଲେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ବିଜେପି ଛାଡି ଆଜି ବିଜେଡିରେ ଯୋଗଦେଇଛନ୍ତି ରମାକାନ୍ତ ଭୋଇ । କିଛିଦିନ ତଳେ ବିଜେପିରେ ଛାଡିଥିବା ବେଳେ ଆଜି ସେ ବିଜୁ ଜନତା ଦଳକୁ ଫେରିଆସିଛନ୍ତି । ତେବେ ୨୦୧୯ରେ ତିର୍ତ୍ତୋଲରୁ ବିଜେପି ବିଜେପିର ବିଧାୟକ ପ୍ରାର୍ଥୀ ହୋଇଥିଲେ ରମାକାନ୍ତ ।

ତେବେ ଦେବୀ ମିଶ୍ର, ଜିଲ୍ଲା ସଭାପତି ପ୍ରଶାନ୍ତ ମୁଦୁଲି, ସାଂସଦ ରାଜଶ୍ରୀ ମଲ୍ଲିକ ଓ ଦେବାଶିଷ ସାମନ୍ତରାୟଙ୍କ ଉପସ୍ଥିତିରେ ବିଧିବଦ୍ଧ ଭାବେ ରମାକାନ୍ତ ବିଜେଡିରେ ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.