fbpx

ପରଲୋକରେ ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କର

ଭୁବନେଶ୍ୱର,୧୨ ।୧୦(ଓଡିଶା ଭାସ୍କର): ବିଧାନସଭାର ପୂର୍ବତନ ବାଚସ୍ପତି ଶରତ କରଙ୍କର ଆଜି ପରଲୋକ ଘଟିଛି । ସାହିତ୍ୟିକ ଓ ସ୍ତମ୍ଭକାର ଶରତ ମାତ୍ର ୮୧ ବର୍ଷ ବୟସରେ ଆଖି ବୁଜିଛନ୍ତି । ତେବେ ତାଙ୍କ ସ୍ୱାସ୍ଥ୍ୟାବ୍ୟସ୍ଥା ଠିକ୍ ନଥିବାରୁ ଭୁବନେଶ୍ୱର ଏକ ଘରୋଇ ମେଡିକାଲରେ ଚିକିତ୍ସିତ ହେଉଥିଲେ । ସେ ଥରେ ସାଂସଦ ଓ ୩ ଥର ବିଧାୟକ ହୋଇଥିଲେ ।

Get real time updates directly on you device, subscribe now.