fbpx

ସ୍ୱର୍ଗଦ୍ୱାରରୁ ହଟିଲା କଟକଣା

ପୁରୀ,୧୯ ।୧୦(ଓଡିଶା ଭାସ୍କର): ପୁରୀ ସ୍ୱର୍ଗଦ୍ୱାରରେ ଶବଦାହ ପାଇଁ ଥିବା କଟକଣାକୁ ହଟାଯାଇଛି । ଆଜିଠାରୁ ସ୍ୱର୍ଗଦ୍ୱାରର କଟକଣାକୁ ହଟାଇଛି ପ୍ରଶାସନ । ଏହି ପ୍ରସଙ୍ଗରେ ଜିଲ୍ଲାପାଳ କହିଛନ୍ତି ଯେ, ‘ବାହାର ଜିଲ୍ଲା ଲୋକଙ୍କ ଶେଷକୃତ୍ୟ ପାଇଁ ଥିବା କଟକଣା ହଟିଛି । ଏବେ ଅନ୍ୟ ଜିଲ୍ଲାର ଲୋକଙ୍କ ଶେଷକୃତ୍ୟ ସ୍ୱର୍ଗଦ୍ୱାରେ ହୋଇପାରିବ । କିନ୍ତୁ କରୋନାରୁ ମୃତ୍ୟୁ ହୋଇଥିଲେ କଟକଣା ରହିବ ।’ ତେବେ ସ୍ୱର୍ଗଦ୍ୱାରରେ ଜୁଲାଇ ମାସରୁ କଟକଣା ଲାଗିଥିଲା ।

Get real time updates directly on you device, subscribe now.