fbpx

ଆଶଙ୍କାରେ ରହିଛି ଚ୍ୟାଲେଞ୍ଜର ଟ୍ରଫି ମ୍ୟାଚ

କଟକ, ୪ା୧(ଓଡ଼ିଶା ଭାସ୍କର): ଅନିଶ୍ଚିତତା ମଧ୍ୟରେ ମହିଳା ଟି-୨୦ ଚ୍ୟାଲେଞ୍ଜର ଟ୍ରଫିର ଆଜି ପ୍ରଥମ ମ୍ୟାଚ ଥିଲା । ଟ୍ରପ ଲାଇନ ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ହେଉଛି । ଉତ୍ତର, ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ବର୍ଷା ଜାରି ରହିଛି । ବର୍ଷା ହେବା କାରଣରୁ ପଡ଼ିଆ ଓଦା ଥିବାରୁ ଏପର୍ଯ୍ୟନ୍ତ ଟସ ପଡ଼ିନି ଏବଂ ମ୍ୟାଚ ମଧ୍ୟ ଆରମ୍ଭ ହୋଇନାହିଁ । ବାରବାଟୀ ଷ୍ଟାଡ଼ିଅମରେ ଭାରତ-ଏ ଓ ବି ଟିମର ଖେଳାଳି ଉପସ୍ଥିତ ଅଛନ୍ତି ।

Get real time updates directly on you device, subscribe now.