fbpx

ପରୀ ପ୍ରସଙ୍ଗରେ ବୟାନ ରଖିଲେ ଏସଆଇଟି ମୁଖ୍ୟ ଅରୁଣ ବୋଥ୍ରା

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ନୟାଗଡ଼ ଶିଶୁକନ୍ୟା ପରୀ ହତ୍ୟାକାଣ୍ଡର କ୍ରାଇମବ୍ରାଞ୍ଚ ତଦନ୍ତ ଦାୟିତ୍ୱରେ ଥିବା ଆଇପିଏସ ଅଫିସର ଅରୁଣ ବୋଥ୍ରା ନିଜର ବୟାନ ଦେଇଛନ୍ତି । ତେବେ ପରୀ ହତ୍ୟା ମାମଲାର ଅଗ୍ରଗତି ନେଇ ଏସଆଇଟି ମୁଖ୍ୟ ଶ୍ରୀ ବୋଥ୍ରା କହିଛନ୍ତି ଯେ, ଏସଆଇଟି ୪-୫ ଦିନ ହେଲା ଗଠିତ ହୋଇଛି । ତଦନ୍ତକାରୀ ଟିମ୍ ଉପରେ ସାଧାରଣ ଜନତାଙ୍କ ଯଥେଷ୍ଟ ଭରସା ଅଛି । ତଦନ୍ତକାରୀ ଟିମ୍ ବହୁତ ପରିଶ୍ରମ କରି ଠିକଭାବେ ତଦନ୍ତ କରୁଛନ୍ତି । ଟିମକୁ ତଦନ୍ତ କରିବାକୁ ଦୁଇ ସପ୍ତାହ ସମୟ ଦେବା ପାଇଁ ସେ କହିଛନ୍ତି ।

Get real time updates directly on you device, subscribe now.