fbpx

ଓଡ଼ଶା-ଛତିଶଗଡ଼ ଜଳ ବିବାଦ: ପୁଣି ଘୁଞ୍ଚିଲା ଶୁଣାଣି

ଭୁବନେଶ୍ୱର, ୫ା୧୨ (ଓଡିଶା ଭାସ୍କର): ଓଡ଼ିଶା-ଛତିଶଗଡ଼ ମଧ୍ୟରେ ମହାନଦୀ ଜଳକୁ ନେଇ ଉପୁଜିଥିବା ବିବାଦର ଶୁଣାଣି ପୁଣି ଘୁଞ୍ଚିଛି । ଉଭୟପକ୍ଷଙ୍କ ମଧ୍ୟରେ ହୋଇଥିବା ବୈଠକରେ ସମାଧାନର କୌଣସି ବାଟ ବାହାରି ପାରିନାହିଁ । ଆଲୋଚନା ପାଇଁ ଉଭୟପକ୍ଷ ସମୟ ମାଗିଥିବାରୁ ଟ୍ରିବ୍ୟୁନାଲ ଆସନ୍ତା ଜାନୁଆରୀ ୧୬ ତାରିଖ ପର୍ଯ୍ୟନ୍ତ ଏହି ମାମଲା ସ୍ଥଗିତ ରଖିଥିବା ଜଣାଯାଇଛି ।

Get real time updates directly on you device, subscribe now.