fbpx

ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ

ଭୁବନେଶ୍ୱର,୯ ।୧(ଓଡିଶା ଭାସ୍କର): ସିଏଏ ସଚେତନତା ରାଲି ପାଇଁ ଓଡିଶା ଆସୁଛନ୍ତି ୨ କେନ୍ଦ୍ରମନ୍ତ୍ରୀ । କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଓ ଗିରିରାଜ ସିଂ ଓଡିଶା ଆସୁଛନ୍ତି  ବୋଲି ଜଣାପଡିଛି । ୧୦ ତାରିଖରେ ବ୍ରହ୍ମପୁରରେ ହେବାକୁ ଯାଉଥିବା ରାଲିରେ କେନ୍ଦ୍ରମନ୍ତ୍ରୀ ବାବୁଲ ସୁପ୍ରିୟୋ ଯୋଗଦେବେ । ସେହିପରି ୧୧ ତାରିଖରେ ସମ୍ବଲପୁରରେ ହେବାକୁ ଯାଉଥିବା ରାଲିରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂ ଯୋଗଦେବେ ।

Get real time updates directly on you device, subscribe now.