fbpx

ରାଜନାଥ, ଆଦିତ୍ୟନାଥଙ୍କୁ ମିଳିବନି ଏନଏସଜି ସୁରକ୍ଷା

ନୂଆଦିଲ୍ଲୀ, ୧୨ା୧: ଦୁଇ ଭିଆଇପିଙ୍କଠାରୁ ଏନଏସଜି କମାଣ୍ଡୋ ସୁରକ୍ଷା ପ୍ରତ୍ୟାହାର ହେବ । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହଙ୍କ ସୁରକ୍ଷାରୁ ଏନଏସଜି ହଟିବ । ସେହିପରି ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ସୁରକ୍ଷାରୁ ମଧ୍ୟ ଏନଏସଜିକୁ ହଟାଯିବ ବୋଲି ସୂଚନା ଦିଆଯାଇଛି ।

Get real time updates directly on you device, subscribe now.