fbpx

ନିଆଁରେ ପୋଡ଼ିହୋଇ ଯୁବତୀ ଜୀବନ୍ତ ଦଗ୍ଧ

କଳାହାଣ୍ଡି, ୧ା୩ (ଓଡିଶା ଭାସ୍କର): କଳାହାଣ୍ଡି ଜିଲ୍ଲା କୋକସରା ଥାନା ଖପ୍ରାଖୋଲ ଗାଁରେ ଅଗ୍ନିକାଣ୍ଡରେ ଜଣେ ଯୁବତୀ ଜୀବନ୍ତ ଦଗ୍ଧ ହୋଇଯାଇଛନ୍ତି । ନିଆଁରେ ପୋଡ଼ିହୋଇ ଟ୍ୱିଙ୍କଲ କନ୍ଦମାନ ନାମକ ଜଣେ ଯୁବତୀଙ୍କ ମୃତ୍ୟୁ ଘଟିଛି । ଗ୍ୟାସ୍ ଲିକରୁ ଘରେ ନିଆଁ ଲାଗିଥିବା ଅନୁମାନ କରାଯାଉଛି । ଖବର ପାଇ ଅଗ୍ନିଶମ ବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିବା ଜଣାପଡ଼ିଛି ।

Get real time updates directly on you device, subscribe now.