fbpx

ମହାପ୍ରଭୁଙ୍କ ରଥଯାତ୍ରା ପାଇଁ ବୌଦ୍ଧରୁ ଆସିବ କାଠ

ପୁରୀ, ୨ା୩ (ଓଡିଶା ଭାସ୍କର): ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି । ରଥଯାତ୍ରା ପାଇଁ ରଥକାଠ ବୌଦ୍ଧରୁ ଅଣାଯିବ । ତେଣୁ ଗଛ ଚିହ୍ନଟ ପାଇଁ ଆଜ୍ଞାମାଳ ନେଇ ଆଜି ବୌଦ୍ଧରେ ୩ ଜଣିଆ ଟିମ୍ ପହଞ୍ଚିଛନ୍ତି । ଆଜି ମାଧପୁର ରେଞ୍ଜରୁ ଗଛକଟା ପ୍ରକ୍ରିୟା ଆରମ୍ଭ କରାଯିବ ବୋଲି ସୂଚନା ମିଳିଛି ।

Get real time updates directly on you device, subscribe now.