fbpx

ଭିଜିଲାନ୍ସ ଜାଲରେ କୋଟିପତି ଜେଇ

ଗଜପତି,୨ ।୩(ଓଡିଶା ଭାସ୍କର): ଭିଜିଲାନ୍ସ ଜାଲରେ ଫସିଲେ କୋଟିପତି ଜେଇ । ରାୟଗଡ ବ୍ଲକ ଜେଇ ନାଗେଶ୍ୱର ସେନାପତିଙ୍କ ଘରେ ହୋଇଛି ଚଢାଉ । ଆୟ ବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ ଭିଜିଲାନ୍ସ ଚଢାଉ ହୋଇଛି । ସମ୍ପର୍କୀୟଙ୍କ ଘରୁ ୫୯ ଲକ୍ଷ ଓ ଆକାଉଣ୍ଟରୁ ୬୬ ଲକ୍ଷ ଟଙ୍କା ଜମା ଜବତ ହୋଇଛି । ଏହା ସହ ୪ ଲକ୍ଷର ସୁନାଗହଣା, ୧୦ ଲକ୍ଷ ଟଙ୍କିଆ ଦାମୀ ଗାଡି ଜବତ ହୋଇଛି । ପାରଳାଖେମୁଣ୍ଡିରେ ୩୫ ଲକ୍ଷ ଯଙ୍କାର ୩ ମହଲା ଘର ଠାବ ହୋଇଛି । ଜବତ ମୋଟ ସମ୍ପତ୍ତିର ମୂଲ୍ୟ ୨ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି ।

Get real time updates directly on you device, subscribe now.