ଜଗତସିଂହପୁର,୨୧ ।୧(ଓଡିଶା ଭାସ୍କର): ଜଗତସିଂହପୁର ପାରାଦୀପରେ ମତ୍ସ୍ୟଜୀବୀଙ୍କ ଜାଲରେ ଏକ ବିରଳ ପ୍ରଜାତିର ମାଛ ପଡ଼ିଛି। ମାଛଟିର ମୁହଁ କାଉ ପରି ହୋଇଥିବା ବେବେ ଏହା ୨ କ୍ୱିଣ୍ଟାଲ ଓଜନର ହେବ ବୋଲି ଜଣାପଡ଼ିଛି । ମାଛଟିର ଦାମ ଅଧିକ ହୋଇନଥିଲେ ମଧ୍ୟ ଏହି ବିରଳ ମାଛଟିକୁ ଦେଖିବାକୁ ଲୋକଙ୍କ ଭିଡ ଜମିଛି ।
Prev Post
Next Post