fbpx

ଲକଡାଉନ୍ ପୂର୍ବରୁ ମୁଖ୍ୟମନ୍ତ୍ରୀ ସହରରେ ବାଣ୍ଟିଲେ ମାସ୍କ, ଜାଣନ୍ତୁ କାହିଁକି

ଭୋପାଳ, ୨୧ା୩: ଦେଶରେ କରୋନା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ତେବେ ଏହି ପରିପ୍ରେକ୍ଷୀରେ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହାନ କରୋନାକୁ ଦୃଷ୍ଟିରେ ରଖି ଏକ ଅଭିନବ ପଦକ୍ଷେପ ଗ୍ରହଣ କରିଛନ୍ତି । ଲୋକମାନଙ୍କୁ ସଚେତନ କରିବା ଉଦ୍ଦେଶ୍ୟରେ ନ୍ୟୁ ମାର୍କେଟ ଅଞ୍ଚଳରେ ମୁଖ୍ୟମନ୍ତ୍ରୀ ମାସ୍କ ବଣ୍ଟନ କରିଛନ୍ତି । ଲକଡାଉନ ପୂର୍ବରୁ ମୁଖ୍ୟମନ୍ତ୍ରୀ ବୁଲି ବୁଲି ମାସ୍କ ବାଣ୍ଟିବା ଦେଖି ସୁରକ୍ଷାକର୍ମୀ ଚିନ୍ତିତ ହୋଇ ପଡ଼ିଥିଲେ । ସୂଚନାଯୋଗ୍ୟ ଯେ, ଭୋପାଳ, ଇନ୍ଦୋର, ଜବଲପୁରରେ ଆଜିଠାରୁ ଲକଡାଉନ ଲାଗୁ ନେଇ ସରକାର ପୂର୍ବରୁ ଘୋଷଣା କରିସାରିଛନ୍ତି ।

Get real time updates directly on you device, subscribe now.