fbpx

ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୭. ୫୬ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ,୨୫।୩: ବିଶ୍ବରେ କୋରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୫୬ ହଜାର ୦୬୦କୁ ବୃଦ୍ଧି ପାଇଛି। ସେହିପରି ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୫୪ ଲକ୍ଷ ୧୫ ହଜାର ୮୫୯କୁ ବୃଦ୍ଧି ପାଇଛି । ୧୦ କୋଟି ୧୨ ଲକ୍ଷ ୮୧ ହଜାର ୫୨୫ ଜଣ ରୋଗୀ ସୁସ୍ଥ ହୋଇସାରିଥିବା ବେଳେ ୨ କୋଟି ୧୩ ଲକ୍ଷ ୭୮ ହଜାର ୨୭୪ ଜଣ ଏବେ ବି ଚିକିତ୍ସାଧୀନ ଅବସ୍ଥାରେ ଅଛନ୍ତି।

ଚିକିତ୍ସାଧୀନଙ୍କ ମଧ୍ୟରୁ ୯୧ ହଜାର ୬୦୦ ଜଣଙ୍କ ଅବସ୍ଥା ଗୁରୁତର ରହିଛି। ଆମେରିକାରେ କୋରୋନା ମୃତ୍ୟୁ ସଂଖ୍ୟା ୫ ଲକ୍ଷ ୫୮ ହଜାର ୪୨୨ ହୋଇଛି।

Get real time updates directly on you device, subscribe now.