fbpx

ରାଜ୍ୟ ର ଚାଷୀଙ୍କ ଆକାଉଣ୍ଟ କୁ ଗଲା କାଳିଆ ଟଙ୍କା

ଭୁବନେଶ୍ୱର, ୧ ।୪(ଓଡିଶା ଭାସ୍କର):ରବି ଋତୁ ପାଇଁ ରାଜ୍ୟ ର ଚାଷୀ ମାନଙ୍କ ଆକାଉଣ୍ଟ କୁ ଗଲା “କାଳିଆ “ଟଙ୍କା । ନୂଆ ଆର୍ଥିକ ବର୍ଷ ରେ କାଳିଆ ଯୋଜନାରୁ କାମ ଆରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ । ୩୪ ଲକ୍ଷ ରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ଗଲା ୬୯୩.୯୪ କୋଟି ଟଙ୍କା। ପ୍ରତି ଚାଷୀଙ୍କ ଆକାଉଣ୍ଟ କୁ ଗଲା ୨ହଜାର ଟଙ୍କା  ରବି ଋତୁ ପାଇଁ ଚାଷୀଙ୍କ ଆକାଉଣ୍ଟକୁ ଟଙ୍କା ପଠାଗଲା ।

Get real time updates directly on you device, subscribe now.