fbpx

ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ

ଭୁବନେଶ୍ୱର, ୩୦ା୪ : ରାଜ୍ୟରେ କରୋନାର ଦ୍ରୁତ ସଂକ୍ରମଣକୁ ଦୃଷ୍ଟିରେ ରଖି ଗୁରୁତ୍ୱପୁର୍ଣ୍ଣ ନିଷ୍ପତି ନିଆଯାଇଛି । ତାହା ହେଉଛି ଆସନ୍ତାକାଲିଠାରୁ ନନ୍ଦନକାନନ ବନ୍ଦ ରହିବ । ରାଜଧାନୀ ଭୁବନେଶ୍ୱରରେ ଗୋଷ୍ଠୀ ସଂକ୍ରମଣର ଆଶଙ୍କା କରାଯାଉଥିବା ବେଳେ ପ୍ରତିଦିନ ସ୍ଥାନୀୟ ସଂକ୍ରମଣ ବଢ଼ିବାରେ ଲାଗିଛି । ତେଣୁ ପ୍ରଶାସନ ପକ୍ଷରୁ ଏହି ନିଷ୍ପତି ନିଆଯାଇଛି । ତେବେ ନନ୍ଦନକାନନ ମେ ୧’ ତାରିଖରୁ ମେ ୧୫ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ଘୋଷଣା ହୋଇଛି । ତେବେ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ସହ ବଟାନିକାଲ୍ ଗାର୍ଡେନ ମଧ୍ୟ ବନ୍ଦ ରହିବ ବୋଲି ସୁଚନା ମିଳିଛି ।

Get real time updates directly on you device, subscribe now.