fbpx

କରୋନାରେ CRPF DIG ସୁନିଲ କୁମାର ପାର୍ଥଙ୍କ ପରଲୋକ

ଭୁବେନଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ ସଂକ୍ରମଣ ବଢିଚାଲିଥିବା ବେଳେ ଆଜି କରୋନାରେ CRPF DIG ସୁନିଲ କୁମାର ପାର୍ଥ ପ୍ରାଣ ହରାଇଛନ୍ତି । କରୋନା ସହ ସଂଘର୍ଷ କରି ଶେଷରେ ଆଖି ବୁଜିଛନ୍ତି ସୁନିଲ । ତାଙ୍କର କାର୍ଯ୍ୟକାଳ ମଧ୍ୟରେ , ସେ ବିଭିନ୍ନ ରେଜିମଣ୍ଟାଲ୍ ଅନୁଷ୍ଠାନ ତଥା ମାନବିକ ଜୀବନଶୈଳୀର ସ୍ମରଣୀୟ ପରିବତ୍ତର୍ନ ପାଇଁ ଆନ୍ତରିକ ଉଦ୍ୟମ କରିଥିଲେ । ସେ ଜଣେ ମହାନ ଲିଡର ଓ ତଥା ସମସ୍ତ ପଦବୀ ପାଇଁ ପ୍ରେରଣା ଉତ୍ସ ବୋଲି ଭୁବେନଶ୍ୱରର ସିଆରପିଏଫ ପକ୍ଷରୁ ଏକ ବିବୃତ୍ତିରେ କୁହାଯାଇଛି ।

Get real time updates directly on you device, subscribe now.