fbpx

ICUରେ ଭର୍ତ୍ତି ହେଲେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକ, ଅବସ୍ଥା ଗୁରୁତର

ଭୁବନେଶ୍ୱର,୬ ।୫(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ବଢିଚାଲିଥିବା ବେଳେ ବିରୋଧୀ ଦଳର ନେତା ପ୍ରଦୀପ୍ତ ନାୟକଙ୍କ ଅବସ୍ଥା ବିଗିଡିବାରେ ଲାଗିଛିି । ୨ ଦିନ ପୂର୍ବରୁ ଏମ୍ସରେ ଭର୍ତ୍ତି ହୋଇଥିବା ପ୍ରଦୀପ୍ତଙ୍କୁ ଏବେ ଆଇସିୟୁର ଭର୍ତ୍ତି କରାଯାଇଥିବା ସୂଚନା ମିଳିଛି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡିବାରେ ଲାଗିଛି । ତେବେ କିଛିଦିନ ପୂର୍ବରୁ ପ୍ରଦୀପ୍ତଙ୍କ କରୋନା ରିପୋର୍ଟ ପଜିଟିଭ ଆସିଥିଲା ।

Get real time updates directly on you device, subscribe now.