fbpx

ଓଡିଶାରେ ୧୪ରେ ପାଳନ ହେବ ‘ଇଦ୍‌’ ପର୍ବ

ଭୁବନେଶ୍ୱର,୧୨ ।୫(ଓଡିଶା ଭାସ୍କର): ଓଡିଶାରେ ଆସନ୍ତା ୧୪ ତାରିଖରେ ପବିତ୍ର ‘ଇଦ୍‌’ ପର୍ବ ପାଳନ ହେବ । ଏନେଇ ଅଂଜୁମାନ ଇସଲାମିଆ ଏହଲେ ସୁନ୍ନତଅଲ ଜମାତ ଚାନ୍ଦ କମିଟି ପକ୍ଷରୁ ଘୋଷଣା ହୋଇଛି । କୋଭିଡ କଟକଣା ମଧ୍ୟରେ ମସଜିଦରେ ନମାଜ ପାଠ ହେବ । କିନ୍ତୁ ମସଜିଦରେ ସମୂହ ପାଠ ହେବନି । ଇମାମଙ୍‌କ ସହ ୫ ଜଣ ନମାଜ ପାଠ କରିବେ । କମିଟିର ସଭାପତି ମହମ୍ମଦ ଅବଦ୍ଦୁଲ ଆହେଦ ଏନେଇ ଘୋଷଣା କରିଛନ୍ତି ।

Get real time updates directly on you device, subscribe now.