fbpx

ଛାତ୍ରଙ୍କୁ ମାଡ ମାରି ଶିକ୍ଷକ ନିଲମ୍ବିତ

ଗଞ୍ଜାମ,୩ ।୨(ଓଡିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ଛାତ୍ରଙ୍କୁ ମାଡ ମାରିବା ଘଟଣାରେ ନିଲମ୍ବିତ ହୋଇଛନ୍ତି ସ୍କୁଲର ସହକାରୀ ଶିକ୍ଷକ । ସିଦେ୍ଧଶ୍ୱର ନୋଡାଲ ଉଚ୍ଚ ବିଦ୍ୟାଳୟରେ ଘଟିଛି ଏହି ଅଭାବନୀୟ ଘଟଣା । ନିଲମ୍ବିତ ହୋଇଥିବା ସହକାରୀ ଶିକ୍ଷକ ହେଉଛନ୍ତି ବିରେଣି ସାହୁ । ତେବେ ବହି ହଜିଯିବାରୁ ଛାତ୍ରଙ୍କୁ ବିଦ୍ୟାଳୟରେ ପ୍ରଚୁର ମାଡେ କରିଥିଲେ ଶିକ୍ଷକ ବିରେଣି ।

Get real time updates directly on you device, subscribe now.