fbpx

ଶ୍ରେୟସ ଆୟାରଙ୍କ ପ୍ରଥମ ଶତକ

ହାମିଲଟନ, ୫ା୨: ହାମିଲଟନରେ ଭାରତ ଓ ନ୍ୟୁଜିଲାଣ୍ଡ ପ୍ରଥମ ଦିନିକିଆ ମ୍ୟାଚ ଖେଳାଯାଇଛି । ସେଥିରେ ଭଲ ପ୍ରର୍ଦାନ ଦେଖାଇଛି ଭାରତ । ଏହାରି ମଧ୍ୟରେ ଶ୍ରେୟସ ଆୟାର ପ୍ରଥମ ଦିନିକିଆ ଶତକ କରିଛନ୍ତି । ୧୦୧ ବଲରୁ ଶତକ ହାସଲ କରିଛନ୍ତି ଶ୍ରେୟସ ଆୟାର । ପୂର୍ବରୁ ବ୍ୟକ୍ତିଗତ ଭାବେ ତାଙ୍କର ସର୍ବାଧିକ ସ୍କୋର ଥିଲା ୮୮ । ଏହାସହ ବିରାଟ କୋହଲି ଓ ଲୋକେଶ ରାହୁଲ ଅର୍ଦ୍ଧଶତକ କରିଛନ୍ତି ।

Get real time updates directly on you device, subscribe now.