fbpx

ପରଲୋକରେ ଓଡ଼ିଶାର ଦ୍ୱିତୀୟ ବୈଷ୍ଣବ ପାଣି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): “କୋଇଲି କବି, “ତଥା ଓଡ଼ିଶାର ଦ୍ୱିତୀୟ ବୈଷ୍ଣବ ପାଣି ଭାବେ ପରିଚିତ ଗୌର ଚନ୍ଦ୍ର ସାମନ୍ତରାୟଙ୍କ ପରଲୋକ । କଟକ ଜିଲ୍ଲା ନିଶ୍ଚିନ୍ତକୋଇଲି, ବ୍ଲକ ପଚାଶରଙ୍ଗ ବଳରାମପୁର ରେ ଜନ୍ମିତ, ଗୌରଚନ୍ଦ୍ର, ଏକ ଧାରରେ ଜଣେ କବି, ଗୀତିକାର, ନାଟ୍ୟକାର, ସଂଗୀତଶିଳ୍ପୀ, ବାୟକ, ନାଟ୍ୟନିର୍ଦେଶକ, ଭାବେ ପରିଚିତ ଥିଲେ. କୋଇଲି କବି, ସଂମାନ କବିଚନ୍ଦ୍ର କାଳିଚରଣ ଙ୍କ ଠାରୁ ପ୍ରାପ୍ତ ହୋଇ ଥିଲେ . ଶତାଧିକ କବିତା, ନାଟିକା, ଗୀତିନାଟ୍ୟ ପୁସ୍ତକ ପ୍ରକାଶିତ ହୋଇ ପାଠକୀୟ ଆଦୃତ୍ତି ଲାଭ କରିଛି. ସାରାଜୀବନ ଓଡ଼ିଆ ସାହିତ୍ୟ , ସଂସ୍କୃତି ପ୍ରଚାର, ଓ ପ୍ରସାରରେ ବିତିଯାଇଛି ।

Get real time updates directly on you device, subscribe now.