fbpx

ଶାସ୍ତ୍ରୀୟ ନୃତ୍ୟ ସମୟରେ ଉତ୍ସାହିତ କରୁଛି କୁକୁର , ଭାଇରାଲ ହେଉଛି ଏହି ସୁନ୍ଦର ଭିଡିଓ

କୁହାଯାଏ କୁକୁର ହେଉଛନ୍ତି ମଣିଷର ବିଶ୍ୱସ୍ତ ବନ୍ଧୁ । କୁକୁର ମଣିଷର ଭାବନାକୁ ବୁଝିପାରେ । ଆପଣମାନେ କୁକୁରଙ୍କୁ ମଧ୍ୟ ଅନେକ କଳା ପ୍ରଦର୍ଶନ କରିଥିବାର ଦେଖିଥିବେ । ହେଲେ ଆଜି ଦେଖନ୍ତୁ ଏହି କୁକୁରକୁ ଯିଏକି ଶାସ୍ତ୍ରୀୟ ସଙ୍ଗୀତରେ ନୃତ୍ୟ କରୁଥିବା ଏହି ଝିଅକୁ କିପରି ଉତ୍ସାହିତ କରୁଛି ।

ଭାଇରାଲ ଭିଡିଓରେ ଝିଅଟି ଯେତେବେଳେ ଶାସ୍ତ୍ରୀୟ ସଙ୍ଗୀତରେ ନୃତ୍ୟ କରିବା ଆରମ୍ଭ କରୁଛନ୍ତି ଏହାକୁ ଦେଖି ପାଖରେ ଥିବା ପୋଷା କୁକୁରଟି ଖୁସି ହୋଇ ନିଜର ଦୁଇ ପଞ୍ଝାରେ ତାଳି ମାରିବାକୁ ଲାଗୁଛି । ଆଉ ଏହି ଭିଡିଓ ଏବେ ସୋସିଆଲ ଭିଡିଓରେ ଭାଇରାଲ ହେବାରେ ଲାଗିଛି ।

 

Get real time updates directly on you device, subscribe now.