fbpx

ପିସିସି ସଭାପତି ପଦ ଏକ ସ୍ଥାୟୀ ପଦ ନୁହେଁ: ନିରଞ୍ଜନ

ଭୁବନେଶ୍ୱର, ୧୩ା୨(ଓଡ଼ିଶା ଭାସ୍କର): ପିସିସି ସଭାପତି ପଦ ପରିବର୍ତ୍ତନ ଚର୍ଚ୍ଚା ପ୍ରସଙ୍ଗରେ ପ୍ରତିକ୍ରିୟା ରଖିଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ । ପିସିସି ସଭାପତି ପଦ ଏକ ସ୍ଥାୟୀ ପଦ ନୁହେଁ ବୋଲି ନିରଞ୍ଜନ କହିଛନ୍ତି । ଏହାସହ ମୋକିମଙ୍କ ଦିଲ୍ଲୀ ଗସ୍ତ ନେଇ ଜାଣି ନଥିବା ସେ କହିଛନ୍ତି । ଉଲ୍ଲେଖଯୋଗ୍ୟ ଯେ ଦୁଇ ଦିନ ହେବ ଦିଲ୍ଲୀରେ ଅଛନ୍ତି ମୋକିମ । ଅହମ୍ମଦ ପଟେଲ ଓ ମେଣୁଗୋପାଳଙ୍କୁ ଭେଟିଛନ୍ତି ମୋକିମ । ଗୁଲାମନବୀ ଆଜାଦଙ୍କୁ ମଧ୍ୟ ମୋକିମ ଭେଟିିବେ ବୋଲି ସୂଚନା ରହିଛି ।

Get real time updates directly on you device, subscribe now.