fbpx

ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଲେ ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ

ଭୁବନେଶ୍ୱର, ୧୩/୨( ଓଡିଶା ଭାସ୍କର): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଧନ୍ୟବାଦ ଦେଇଛନ୍ତି ସଂଖ୍ୟାଲଘୁ ସମ୍ପ୍ରଦାୟର ଲୋକ । ନବୀନ ନିବାସରେ ପହଁଚି ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଦେଇଛନ୍ତି । ଏହାପୂର୍ବରୁ ବିଭିନ୍ନ ସଂଖ୍ୟାଲଘୁ ଧର୍ମାନୁଷ୍ଠାନର ଉନ୍ନତିକରଣ ଲାଗି ୧୬ କୋଟି ଟଙ୍କା ଘୋଷଣା କରିଥିଲେ ନବୀନ। ମୁନା ଖାଁ କହିଛନ୍ତି ମୁଖ୍ୟମନ୍ତ୍ରୀ ଘୋଷଣା କରିଥିବା ପ୍ୟାକେଜରେ ଚର୍ଚ୍ଚ ଓ ମସଜିଦର  ବିକାଶ କରାଯିବା।

Get real time updates directly on you device, subscribe now.