୧୨ ଘଣ୍ଟିଆ ଢେଙ୍କାନାଳ ବନ୍ଦ ଡାକରା

0 168

ଢେଙ୍କାନାଳ,୧୪ ।୨(ଓଡିଶା ଭାସ୍କର): ନାଗରିକ କ୍ରୀୟାନୁଷ୍ଠାନ କମିଟି ପକ୍ଷରୁ ୧୨ ଘଣ୍ଟିଆ ବନ୍ଦ ଡାକରା ଦିଆଯାଇଛି । ପୁରୁଣା ହସ୍ପିଟାଲକୁ ସିଟି ହସ୍ପିଟାଲ ମାନ୍ୟତା ଦାବିରେ ହୋଇଛି ଏହି ବନ୍ଦ ପାଳନ । ଏହି ବନ୍ଦ ପାଳନରେ ବିଭିନ୍ନ ସଙ୍ଗଠନ ସାମିଲ ହେବା ସହ ସ୍କୁଲ, ଅଫିସ ଓ ଦୋକାନ ବନ୍ଦ ରହିଛି । ଗାଡି ଚଳାଚଳ ବନ୍ଦ ରହିବାରୁ ଜନସାଧାରଣମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

Leave A Reply

Your email address will not be published.