fbpx

ଖୋଲିଲା ହୀରାକୁଦର ଆଉ ୨ଟି ଗେଟ୍

ସମ୍ବଲପୁର(ଓଡ଼ିଶା ଭାସ୍କର): ଉପରମୁଣ୍ଡରେ ବର୍ଷା ଯୋଗୁଁ ବଢ଼ିବାରେ ଲାଗିଛି ହୀରାକୁଦ ଜଳସ୍ତର । ଫଳରେ ହୀରାକୁଦ ଡ୍ୟାମର ପୁଣି ୨ଟି ଗେଟ୍ ଆଜି ଖୋଲାଯାଇଛି । ବର୍ତ୍ତମାନ ୬ଟି ଗେଟ୍ ଦେଇ ବନ୍ୟାଜଳ ନିଷ୍କାସନ ହେଉଛି । ବର୍ତ୍ତମାନ ଜଳସ୍ତର ୬୦୯.୫୨ ଫୁଟ ରହିଛି । ପ୍ରତି ସେକେଣ୍ଡରେ ୧ ଲକ୍ଷ ୩୭ ହଜାର ୬୨୯ କ୍ୟୁସେକ ଜଳ ପ୍ରବେଶ ହେଉଛି ।

Get real time updates directly on you device, subscribe now.